କୋଡିଏ ବର୍ଷ ହେବ ଏହି କୋଡିଏ ଟି ପରିବାର ବିକାଶକୁ ଖୋଜୁଛନ୍ତି I
ଅନୁଗୁଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ଝଝୀରିବାହାଳ ର ଆମ୍ବେଦକର ନଗରରେ ଥିବା ୨୦ ଟି ଦଳିତ ପରିବାର ଦୀର୍ଘ୍ ୪୦ ବର୍ଷରୁ ଉର୍ଦ୍ଧ୍ ହେବ ରହୁଛନ୍ତି । ୪୦ ବର୍ଷ ହେବ ଏହି ୨୦ ଟି ପରିବାର ବିକାଶକୁ ଖୋଜୁଛନ୍ତି ।
କିନ୍ତୁ ନିଜସ୍ଵ ଜାଗା ନାହିଁ ,ଘର ନାହିଁ,କି ଇଲେଟ୍ରିକ ନାହିଁ ସଚେତନା ଅଭାବ ଯୋଗୁ ପିଲା ମାନେ ପାଠ ମଧ୍ୟ ପଢ଼ିବା ପାଇଁ ଯାଉ ନାହାଁନ୍ତି।
ହାତୀ ଆସିଲେ ରାତିରେ ଯାଇକି ଅନ୍ୟତ୍ର ରହୁଛନ୍ତି।
ବଅଁରପାଳ ବ୍ଲକ ଠାରୁ ମାତ୍ର ୩ କିମି ଦୂରରେ ରହୁ ଛନ୍ତି ଏହି ୨୦ ଟି ପରିବାର ସରକାର ଙ୍କ ଏତେ ସୁବିଧା ଥାଇକି ମଧ୍ୟ ଏପର୍ଯ୍ୟନ୍ତ କିଛି ସୁବିଧା ପାଇ ନାହାଁନ୍ତି ଆମ୍ବେଦକର ନଗରରେ ଥିବା ୨୦ ଟି ଦଳିତ ପରିବାର ।